ଅନୁଭବଙ୍କ ଚିଠି ପରେ ବର୍ଷାଙ୍କ ବିରୋଧରେ ନିଆଗଲା ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: ବର୍ଷା ଅନୁଭବଙ୍କ ବିବାଦରେ ଆସିଲା ଏଭଳି ଏକ ଟ୍ୱିଷ୍ଟ । ସୁପରଷ୍ଟାର ତଥା ସାଂସଦ ଅନିଭବ ମହାନ୍ତି ଚିଠି ପରେ ଲୋକସଭା ନେଲା ଏଭଳି ପଦକ୍ଷେପ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ପାଉଜ୍ (ପତ୍ନୀ) ପରିଚୟପତ୍ରକୁ ଆଜି ଲୋକସଭା ସଚିବାଳୟ ବାତିଲ କରିଛି । ଏହାକୁ ତୁରନ୍ତ ଦାଖଲ କରିବା ପାଇଁ ବର୍ଷାଙ୍କୁ ପତ୍ର ଲେଖାଯାଇଛି । ଲୋକସଭା ସଚିବାଳୟ ସୁରକ୍ଷା ବିଭାଗର ଉପନିର୍ଦ୍ଦେଶିକା ଦୀପିକା ଭାଲ୍ଲାଙ୍କ ଦ୍ୱାରା ଲେଖାଯାଇଥିବା ପତ୍ରରେ ଲୋକସଭା ସାଂସଦ ଅନୁଭବ … Read more