ମହିଳାଙ୍କୁ ଦୁରଯାତ୍ରା ମନା, ଆସିଲା ଏଭଳି ନିୟମ

କାବୁଲ : ଲୋକଙ୍କ ସ୍ୱାଧିନତାରେ ଲଗାମ ଲଗେଇବାରେ କେବେ ବି ପଛଘୁଞ୍ଚା ଦେଉନି ତାଲିବାନ । ଏବେ ଜଣାପଡ଼ିଛି ତାଲିବାନୀଙ୍କର ଅସଲ ଉଦ୍ଦେଶ୍ୟ । ଆଫଗାନିସ୍ତାନରେ ତାଲିବାନର ପୁନଃ ଆଗମନ ପରେ ଗୋଟିଏ ପରେ ଗୋଟିଏ ଅଜବ ନିୟମ ସବୁ ବାହାର କରୁଛି । ସଦ୍ୟ ମହିଳାଙ୍କର ମାନବାଧିକାର ଉଲ୍ଲଙ୍ଘନ କରିବାର ଘଟଣା ସାମନାକୁ ଆସିଛି । ପ୍ରଥମେ ଛାତ୍ରଙ୍କ ସ୍କୁଲ ଯିବାକୁ ନେଇ ଓ ଏବେ ମହିଳାମାନେ ଦୂର ଯାତ୍ରାରେ ଯିବାକୁ ନେଇ ତାଲିବାନର ଅସଲ … Read more