ଓଡିଶାକୁ ଚ୍ୟାଲେଞ୍ଜ ଦେଇ ଆନ୍ଧ୍ର ବଢାଉଛି ଦାଦାଗିରି

ଓଡିଶା ଉପରେ ଆନ୍ଧ୍ରର ପ୍ରତିଟି ସମୟରେ ଦାଦାଗିରି ବଢିଚାଲିଥିଲେ ମଧ୍ୟ ନବୀନ ସରକାରଙ୍କ ପ୍ରଶାସନର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠାଇଲେଣି ସାଧାରଣ ଲୋକେ । ସୀମା ଟପିଲା ଆନ୍ଧ୍ରର ଅଭଦ୍ରାମୀ । ପତିତପାବନ ମନ୍ଦିର ମୂର୍ତ୍ତିରେ ପକାଇଲେ କାଦୁଅ । ନେରିଡି ୱାଲ୍ସ ଗାଁରେ ଥିବା ଶ୍ରୀପତିତପାବନ ମନ୍ଦିର ପ୍ରତିଷ୍ଠା କରିଥିଲେ ଅବସର ପ୍ରାପ୍ତ ଜିଲ୍ଲାପାଳ ଗଦାଧର ପରିଡା । ତେବେ ମନ୍ଦିର ଭିତରେ ଥିବା ପତିତପାବନ ମୂର୍ତ୍ତିର ଚକ୍ଷୁ ଉପରେ କାଦୁଅ ଫୋପାଡ଼ି ଦେଇ … Read more