ନୂଆବର୍ଷ ମଉଜ ପାଇଁ ଛେଳି ଚୋରୀ କଲେ ଥାନା ବାବୁ, ଚୋରୀ ଛେଳି ଖାଇସାରିବା ପରେ ତାଙ୍କର ଏମିତି ଅବସ୍ଥା

ବଲାଙ୍ଗୀର – ସରକାରଙ୍କ କଟକଣା ତ ଚୁଲିକି ଯାଉ ନୂଆ ବର୍ଷରେ ମଜାମଉଜ ଚାଲିଥାଉ । ଏଠି ସମସ୍ତେ ମଜାମସ୍ତି କଲେ ହେଲେ ପୋଲିସ ବାବୁଙ୍କ ମସ୍ତି ସାଜିଲା ତାଙ୍କ ପାଇଁ କାଳ । ଛେଳି ଚୋରି କରିବା ଓ ଖାଇବା ଘଟଣାରେ ସିନ୍ଧେକେଲା ଥାନାର ଏଏସଆଇ ସୁମନ ମଲ୍ଲିକ ନିଲମ୍ବିତ ହୋଇଥିବା ଜଣାଯାଇଛି । ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, ସିନ୍ଧେକେଲା ଥାନାରେ ଏଏସ୍‌ଆଇ ଥିବା ସୁମନ … Read more