ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ହତ୍ୟାକାଣ୍ଡ, ୨ ଗିରଫ

ପୁରୀ – ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ଯୋଜନା ବୋର୍ଡର ଅଧକ୍ଷ ସଞ୍ଜୟ ଦାସ ବର୍ମାଙ୍କ ବ୍ୟକ୍ତି ଗତ ସହଯୋଗୀ ଚିତ୍ତରଞ୍ଜନ ହତ୍ୟାକଣ୍ଡ ଘଟଣାରେ ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ଟିମ୍ ହାତରେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ ଟିମ୍ । ଦୁଇ ଅଭିଯୁକ୍ତ ହେଉଛନ୍ତି ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ । ଗତ ଶନିବାର ରାତିରେ ଜଗନ୍ନାଥ ଷଡ଼ଙ୍ଗୀ ଚିତ୍ତରଞ୍ଜନ ପଲେଇକୁ ସାଙ୍ଗରେ ନେଇ ଜମାରଶୁଆ ନିକଟ ଚକ୍ରପଡା ଗ୍ରାମକୁ … Read more