୧୫ରୁ ୧୮ବର୍ଷ ପିଲାଙ୍କ ଟିକାକରଣ ପାଇଁ ଆସିଲା ଏଭଳି ଯୋଜନା

ଭୁବନେଶ୍ୱର – ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ଆସିଲା ଏଭଳି ଯେଉଁଥିରେ ୧୮ବର୍ଷରୁ କମ ବୟସ ପିଲାମାନେ ଲାଭବାନ ହୋଇପାରିବେ । ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଆମେ ନିର୍ଦ୍ଦେଶ ଦେଇଛୁ କି, ସେମାନଙ୍କ ପାଇଁ ଡେଡିକେଟେଡ଼ ସାଇଟ ଖୋଲିବା ପାଇଁ ସେଠି ଦିନତମାମ ଟିକାକରଣ ଚାଲିବ । ଏହା ସହ ଯେଉଁ ଟିକା କେନ୍ଦ୍ରଗୁଡିକ ବର୍ତ୍ତମାନ ପୂର୍ବରୁ ଅଛି ସେଠି ପୂର୍ବାହ୍ନ … Read more