ଡାଇବେଟିସରୁ ପାଆନ୍ତୁ ସଂମ୍ପୁର୍ଣ୍ଣ ମୁକ୍ତି, ପଢନ୍ତୁ କେମିତି ପାଇବେ ମୁକ୍ତି …
ମୁନୠଷି ମାନ କେଉଁ ଆବାହମାନ କାଳରୁ ଶିଷ୍ୟମାନଙ୍କୁ ସଂସ୍କୃତ ଶିକ୍ଷ୧ ଉପରେ ଗୁରୁତ୍ୱ ଦେଇ ଆସୁଥିଲେ । କିନ୍ତୁ ବର୍ତ୍ତମାନର ସମୟରେ ଛାତ୍ରମାନେ ନିଜ ଇଛା ମୁତାବକ ଭାଷା ଚୟନ କରୁଛନ୍ତି । ସଂସ୍କୃତରେ କଥା ହୁଅନ୍ତୁ, ଡାଇବେଟି୍ସରୁ ମୁକ୍ତି ପାଆନ୍ତୁ । ଏହା କୌଣସି ଫିଲ୍ମ କି ବିଜ୍ଞାପନର ଡାଏଲଗ ନୁହେଁ । ଲୋକସଭାରେ ବିଜେପି ସାଂସଦ ଗଣେଶ ସିଂହଙ୍କର ଏଭଳି ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । କିଛିମାସ ତଳେ ଲୋକସଭାରେ … Read more