ଧନଲକ୍ଷ୍ମୀ ହେଲେ ସହାୟ ରାତାରାତି କୋଟିପତି, ହେଲେ ପରେ ଆସିଲା ଏଭଳି ସମସ୍ୟା
କଥାରେ ଅଛି ଯଦି ଧନଲକ୍ଷ୍ମୀ କାହାକୁ ସହାୟ ସେ ରାତାରାତି ହୋଯିବେ କୋଟିପତି ନହେଲେ କାଙ୍ଗାଳ । ଭଗବାନ ସବୁ ସହିପାରନ୍ତି ମଣିଷର ଗର୍ବଗର୍ଜନ ସହିପାରନ୍ତିନାହିଁ । ତେବେ କିଏ ସେ କୃଷକ କେମିତି ହେଲେ କୋଟିପତି ଲକ୍ଷ୍ନୌରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଯାହାକି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ କୃଷକଙ୍କ ଭାଗ୍ୟ ରାତାରାତି ଯେ ବଦଳିଯିବ , ଏହା କେବେ ସେ ଭାବି ନଥିଲେ । ଜଣେ … Read more