ବିଦା ହେଲେ ଗଁଦିଆ ଆଇଆଇସି ,ନାଲି ଆଖି ଦେଖାଇବା ପଡିଲା ମହଙ୍ଗା

ଶେଷରେ ଗଁଦିଆ ରୁ ବିଦା ହେଲେ ବିବାଦୀୟ IIC ବିଷ୍ଣୁ ଚରଣ ବାରିକ , ଦୁଇଦିନ ତଳେ ଏକ ଘଟଣା ବିଷୟରେ ଫୋକସ ପ୍ଲସ ସାମ୍ବାଦିକା ପୁଷ୍ପଲତା ସାମଲ ଗଁଦିଆ ଥାନା କୁ ଯାଇଥିବା ବେଳେ ଥାନା ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ନାଲି ଆଖି ଦେଖାଇ ପାଲଟା ତାଙ୍କ ନାମରେ ଏତଲା ରୁଜୁ କରିବାକୁ ଥାନାର ଜଣେ ଅଫିସର ଙ୍କୁ ନିର୍ଦେଶ ଦେଇଥିଲେ I ଭିଡିଓ ସୁଟିଂ କରୁଥିବା କାମେରା ମ୍ୟାନ ଙ୍କୁ ମଧ୍ୟ … Read more