ନୂଆ ବର୍ଷରେ ସରକାର ଦେଉଛନ୍ତି ଦୁଃଖର ଉପହାର

ନୂଆଦିଲ୍ଲୀ – ନୂଆବର୍ଷରେ ଆପଣ ପକେଟ ହେଇଜିବ ଖାଲି । ସରକାର ବିଭିନ୍ନ ସାମଗ୍ରୀ ଉପରେ ଲଗାଇବାକୁ ଯାଉଛନ୍ତି ଅତ୍ୟଧିକ ଟ୍ୟାକ୍ସ । ଆପଣଙ୍କୁ କହିରଖୁଛୁ ନୂଆ ବର୍ଷ ଆପଣଙ୍କ ପାଇଁ ଖୁସି ଆଣୁଛି କିନ୍ତୁ ଦରବୃଦ୍ଧି ନେଇ ଚିନ୍ତା ମଧ୍ୟ ଆଣୁଛି । ଡ୍ରେସ୍‌, ଜୋତାଠୁ ଆରମ୍ଭ କରି ଅନଲାଇନ୍ ଖାଇବା ମଗାଇବା ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହେବାକୁ ଯାଉଛି । ଜାଣିନିଅନ୍ତୁ କେଉଁ କେଉଁ ସାମଗ୍ରୀ ଉପରେ ବର୍ଦ୍ଧିତ ଶୁଳ୍କ ଲାଗୁହବୋକୁ ଯାଉଛି । … Read more