ଘରୁ ଡାକିନେଇ ନିର୍ମମ ଭାବେ ମହିଳାଙ୍କୁ ହତ୍ୟା …

ଜଗତସିଂହପୁର – ଟଙ୍କା ମାଗି ନିରାଶ ହେବାରୁ ବୃଦ୍ଧା ମହିଳାଙ୍କୁ ହତ୍ୟା । ହତ୍ୟା ପରେ ଘରଭିତରେ ମହିଳାଙ୍କ ମୃତଦେହ ଅଖା ଭିତରେ ରଖି ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଏରସମା ପୋଲିସ ଗିରଫ କରିଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧିନ କୁଞ୍ଜକୋଠୀ ଗ୍ରାମରେ, ଗ୍ରାମର ମୃତ ବୃଦ୍ଧା ମହିଳା ତୁଳସୀ ମଣ୍ଡଳ ।ଗତକାଲି ମଧ୍ୟାହ୍ନରେ କୁଞ୍ଜକୋଠୀ ଗ୍ରାମର ସଂଜୟ ଦାସ, … Read more