ଖଦୀର ମେଗା ସୋରୁମକୁ ଉଦଘାଟନ କଲେ ମନ୍ତ୍ରୀ

ଆଠଗଡ – ଖଣ୍ଡୁଆ ପାଟ ପାଇଁ ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ନୂଆପାଟଣା ଠାରେ ଉଦଘାଟନ ହୋଇଯାଇଛି ଖଦିର ନୁଆ ସୋରୁମ୍ । କଟକ ଜିଲ୍ଲାର ଏହି ଗାଁକୁ ପ୍ରତି ବର୍ଷ ହଜାର ହଜାର ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି ବୁଣାକାର ହସ୍ତତନ୍ତ ସାମଗ୍ରୀ କିପରି ତାହାର ପ୍ରସ୍ତୁତ ହେଉଛି ତାକୁ ଦେଖିବା ପାଇଁ । ଏହି ସୋରୁମ୍‌ରେ ସମସ୍ତ ପ୍ରକାର ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଖଦୀ ସାମଗ୍ରୀ ତଥା ଖଣ୍ଡୁଆ ପାଟ, ପଲ୍ଲି ବସ୍ତ୍ର, … Read more