ଗୁଡ଼ି ଓ ସୂତା ବ୍ୟବସାୟ କରୁଥିଲେ ସାବଧାନ୍, ଜାଇପାରନ୍ତି ଜେଲ
କଟକ – ଗୁଡି ସୁତା ବିକ୍ରି କରି ଜଣେ ବ୍ୟବସାୟୀକୁ ଜେଲ ଜିବାକୁ ପଡିଛି । ଏଭଲି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତପୁର ଅଞ୍ଚଳରେ । ଗୁଡି ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା ପରେ ଆକ୍ସନ ମୋଡରେ ପୁଲିସ । ଗୁଡି ସୂତା ପାଇଁ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୁଲିସ । ଜଗତପୁର ଅଞ୍ଚଳର ଗୁଡି ବ୍ୟବସାୟୀ ସେକ ଅନୱରଙ୍କୁ ଗିରଫ କରିଛି ପୁଲିସ । ଯୁବକଙ୍କ ମୃତ୍ୟୁ ପରେ ଆଜି ଗୁଡି ଦୋକାନରେ … Read more