ମହିଳା ଥାନା ପୋଲିସକୁ ହାଇକୋର୍ଟଙ୍କ ଛାଟ
ଭୁବନେଶ୍ୱର – କଥାରେ ଅଛି ଚାକିରୀ କରିବ ପୋଲିସ ମାଛ ଖାଇବ ଇଲିସ । ସତରେ ଏ ଢଗଟିକୁ ଉପଯୁକ୍ତ କାର୍ଯ୍ୟରେ ଲଗାଉଛନ୍ତି ଆମ ଓଡିଶା ପୋଲିସ । ଖାକି ଡ୍ରେସ ଦେହରେ ଗଳେ ଭାବନ୍ତି ଆମେ ଏ ଅଞ୍ଚଚଳର ବାଦଶାହା । ଆସନ୍ତ ସେ ଅଫିସର ଜଚ୍ଚଙ୍କ କିଏ ଯାହାକୁ ହାଇକୋର୍ଟର ଛାଟ ବାଜିଛି । ଅବହେଳା, ଖାମଖିଆଲି ଓ ବେପରୁଆ ଅଭିଯୋଗ ମାମଲାରେ ରାଜଧାନୀ ମହିଳା ଥାନା ପୋଲିସକୁ ୫୦ ହଜାର ଟଙ୍କା ଜରିମାନା … Read more