ନୂଆବର୍ଷରେ ଲାଗୁହେଲା ସପ୍ତମ ବେତନ କମିସନ, କିଏ ଏଥିରୁ ପାଇବେ ଲାଭ ପଢନ୍ତୁ ।

ଭୁବନେଶ୍ୱର –ଶିକ୍ଷକଙ୍କ ପାଇଁ ଆସିଲା ନୂଆବର୍ଷର ଉପହାର କେଉଁ ଶିକ୍ଷକ ଏହି ଉପହାର ଲାଭପାଇବେ କେଉଁମାନେ ନିରାସ ହେଉଛନ୍ତି ଆସନ୍ତୁ ଜାଣିବା । ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଟ ୯ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବ । ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ, ମାଦ୍ରାସା ଶିକ୍ଷକ ପାଇବେ ଏହା ସହ ଏଡେଡ୍ ବେସରକାରୀ କଲେଜ ଶିକ୍ଷକ ମାନେ … Read more