ବିଶ୍ୱ ସୁନ୍ଦରୀ ୨୦୨୧ ପ୍ରତିଯୋଗିତା ହେଲା ସ୍ଥଗିତ, କାରଣ ଜାଣିଲେ ଆପଣଙ୍କର ବି ହୋସ ଉଡିଯିବ
ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭାରତ ସମେତ ବିଭିନ୍ନ ଦେଶର ପ୍ରତିଯୋଗୀ ଅତି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ବିଶ୍ୱସୁନ୍ଦରୀ ହେବାପାଇଁ କଠିନ ପରଶ୍ରମ ରାମ୍ପରେ ଚାଲିବା ଅଭ୍ୟାସ ଜାରିରଖିଥିବା ବେଳେ ଆସିଲା ଖବର ବିଶ୍ୱର ସୁନ୍ଦରୀ ପ୍ରତିଯୋଗିତା ଏ ବର୍ଷ ସ୍ଥଗିତ । ଆସନ୍ତୁ ଜାଣିବା ଏହା ପଛର କାରଣ କଣ ? ସାରା ବିଶ୍ୱରେ କରୋନା ପୁଣି ଥରେ ନିଜ ପ୍ରକୋପ ଦେଖାଇବାରେ ଲାଗିଛି । ଏନେଇ ସଚେତନତା ସତ୍ୱେ ଅନେକ ଦେଶରେ ସଂକ୍ରମଣ … Read more