୨୦୨୨ରେ ନବୀନଙ୍କ ରାଶିରେ ଶନିଦଶା, ନୂଆ ନେତୃତ୍ୱର ସମ୍ଭାବନା

ଭୁବନେଶ୍ୱର – ୨୦୨୨ରେ ଓଡିଶାକୁ ମାଡିଆସୁଛି ବଡ ବିପଦ । ଓଡ଼ିଶାର ଶାସନ କ୍ଷେତ୍ରରେ ଦେଖାଦେବ ବହୁ ଝଡ଼ଝଞ୍ଜା, ବିଶେଷ କରି ଏପ୍ରିଲରୁ ବର୍ଷ ଶେଷ ପର୍ଯ୍ୟନ୍ତ ଅଧିକ ସମସ୍ୟା ଦେଖାଦେବ । ମରୁଡ଼ି ରାଜ୍ୟବାସୀଙ୍କୁ କଲବଲ କରିବ । କିଛି ବଡ଼ ଦୁର୍ନୀତି ପାଇଁ ସରକାର ଭୟଙ୍କର ଅପବାଦ ମୁଣ୍ଡାଇବେ । ଏସବୁ ଭିତରେ ବିରୋଧୀ ଦଳ ପ୍ରଭାବୀ ପ୍ରଦର୍ଶନ କରିପାରିବେ ନାହିଁ । ବରଂ ଶାସକ ଦଳ ସହ ମିଶି କାମ କରିବେ । … Read more

ଓମିକ୍ରନ ପାଇଁ ନବୀନଙ୍କୁ ଘାରିଲା ଚିନ୍ତା, କଣ ଦେଲେ ନିର୍ଦ୍ଦେଶ ଆସନ୍ତୁ ଜାଣିବା

ଭୁବନେଶ୍ୱର- ସାରା ବିଶ୍ୱରେ ‘ଓମିକ୍ରନ’ ତା’ର ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ୮ଜଣ ଏଥିରେ ଚିହ୍ନଟ ହୋଇ ସାରିଲେଣି । ଆଗାମୀ ସପ୍ତାହ ଗୁଡିକରେ ଏହାର ପ୍ରଭାବ ଆହୁରି ବଢିପାରେ । ତେଣୁ ଆମକୁ ଅଧିକ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେବାକୁ ପଡ଼ିବ । ବିଶେଷ କରି ପିଲାମାନଙ୍କ ମଧ୍ୟରେ ଅଧିକ ହସ୍ପିଟାଲ ଚିକିତ୍ସାର ଆବଶ୍ୟକତା ପଡ଼ୁଥିବା ନଜରକୁ ଆସୁଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଶିଶୁଙ୍କ ଚିକିତ୍ସା … Read more