ପୋଲିସ ବିଭାଗରେ ନୂଆ ଡିଜିପି ନେଲେ ଦାୟିତ୍ୱ

ଭୁବନେଶ୍ୱର – ନୂଆବର୍ଷରେ ନୂଆ ଚ୍ୟଲେଞ୍ଜ ନେଇ ପାଦ ଥାପିଛନ୍ତି ନୂଆ ଡିଜିପି । ଆଗକୁ ପୌର ଏବଂ ପଞ୍ଚାୟତ ନିର୍ବାଚନ ଆସୁଛି । ସେହିପରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ମାଓବାଦୀ ମୁକାବିଲା ଇତ୍ୟାଦି ତାଙ୍କ ପାଇଁ ଚ୍ୟାଲେଞ୍ଜ ରହିବ । ଓଡ଼ିଶାର ନୂତନ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କଲେ ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନିଲ କୁମାର ବଂସଲ । କଟକ ସ୍ଥିତ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ … Read more