ଓମିକ୍ରନ ପାଇଁ ବନ୍ଦ ହେଲା ପଞ୍ଚାୟତ ନିର୍ବାଚନ ! କ୍ୟାବିନେଟ ନିଷ୍ପତ୍ତି ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇଲେ ମୁଖ୍ୟମନ୍ତ୍ରୀ…

ସାରା ଦେଶରେ ବର୍ତ୍ତମାନ ଓମିକ୍ରନକୁ ଚିନ୍ତା ବଢିଯାଇଛି । ସାଧାରଣ ଲୋକଙ୍କ ଜିବନ ପ୍ରାଥମିକତା ଦେବାକୁ ଯାଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ କେଉଁ ରାଜ୍ୟରେ ଏଭଳି ନିଷ୍ପତ୍ତି ନିଆଗଲା ଆସନ୍ତୁ ଜାଣିବା । ମଧ୍ୟପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବା ପାଇଁ ଏଭଳି ନିଷ୍ପତ୍ତ ନେଇଛନ୍ତି । ଶିବରାଜ ସରକାରଙ୍କ କ୍ୟାବିନେଟ ବୈଠକରେ ପାରିତ ହୋଇଥିବା ଏହି ନିୟମ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି । ଏହା … Read more

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ଏଭଳି ନିୟମ, ଜାଣିନିଅନ୍ତୁ ନହେଲେ ଜିବେ ଜେଲ୍‌

ଭୁବନେଶ୍ୱର – ଆପଣ ମାନଙ୍କ ମନୋମୁଖି ଶାସନ ଚଳିବ ନାହିଁ । ଆପଣ ଆଗାମୀ ନିର୍ବାଚନରେ ଯଦି ପ୍ରାର୍ଥୀ ହେବା ପାଇଁ ଚାହୁଁଛନ୍ତି ତେବେ ପଢିନିୟନ୍ତୁ ସମସ୍ତ ନିୟମା ବଳି । ବିଧାୟକ ଓ ସାଂସଦଙ୍କ ଭଳି ଏଣିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ । ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ବେଳେ ନିଜ ନାଁରେ ଥିବା ଅପରାଧିକ ମାମଲା, ସମ୍ପତ୍ତିି … Read more