ଆସନ୍ତୁ ଜାଣିବା ପ୍ରମିଳା ତ୍ରିପାଠୀ ଙ୍କ ବିଷୟରେ 5ଟି ଅଜଣା କଥା
ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ରେ ତପସ୍ୱିନୀ ଘଟଣା ଚର୍ଚା ର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ତପସ୍ୱିନୀ ଙ୍କ ପାଇଁ ଲଢ଼ୁଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କୁ ନେଇ ସବୁଆଡେ ଚର୍ଚା I ତେବେ କିଏ ଏହି ପ୍ରମିଳା ତ୍ରିପାଠୀ ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା I ଆପଣମାନେ ଏକ ଘରୋଇ ଟେଲିଭିଜନ ର ଲୋକପ୍ରିୟ ଶୋ ଜୀବନ ଦୋ ଛକି ରେ ଆଶାର ଆଲୋକ ରେ ପ୍ରମିଳା … Read more