ରିଲାଏନ୍ସ ଅଧ୍ୟକ୍ଷ ପଦକୁ ଗୁଡ୍ ବାଏ କରିବେ ମୁକେଶ ଅମ୍ବାନି …
ମୁମ୍ବାଇ – ମୁକେଶ ଅମ୍ବାନି ଓ ରିଲାଏନ୍ସ କମ୍ପାନି ନାଁ ସମସ୍ତେ ଜାଣିଛନ୍ତି । କାହିଁକି ମୁକେଶ ଅମ୍ବାନି ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି । ମୁକେଶ ଅମ୍ବାନି ତାଙ୍କ ପଦରୁ ଅବସର ନେଲେ ରିଲାଏନ୍ସକୁ କିଏ ଆଗକୁ ବଢାଇବାରେ ସହାୟକ ହେବେ ଆସନ୍ତୁ ଜାଣିବା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ନେତୃତ୍ୱ ପରିବର୍ତନ ବିଷୟରେ କଂପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ସୂଚନା ଦେଇଛନ୍ତି । କଂପାନିର ବରିଷ୍ଠ ଅଧିକାରୀଙ୍କ ସହ ମିଶି ସେ … Read more