ପରିବହନ ବିଭାଗର ଆସିଲା ଏହି ନିୟମ ଯାହା ଫଳରେ ଆପଣଙ୍କ କାମ ହେବ ସହଜ
ଭୁବନେଶ୍ୱର – ପରବହନ ବିଭାଗ ତରଫରୁ ଏହି ନିୟମ ଆସିଲା ଯାହା ଫଳରେ ଆପଣଙ୍କ କାମ ଏବେ ଅତି ସହଜରେ ଓ ସୁବିଧାରେ ହୋଇପାରିବ । ନୂଆବର୍ଷରେ ଏହି ଭେଟି ରାଜ୍ୟ ପରବହନ ବିଭାଗ ତରଫରୁ ଦିଆଯାଇଛି । ଜାନୁଆରି ପହିଲାରୁ ଅନଲାଇନରେ ହେବ ପରିବହନ ବିଭାଗର ସବୁ କାମ । ଆଉ ଗାଡିଚାଳକଙ୍କୁ ଆରଟିଓ ଅଫିସକୁ ବାରମ୍ବାର ଧାଇଁବାକୁ ପଡ଼ିବନି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଏଣିକି ଅନଲାଇନ ହେବ ପରିବହନ … Read more