ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ
ସମ୍ବଲପୁର – ଶେଷରେ ପାରିବାରିକ କଳହର ପରିଣତି ଏତେ ଭୟଙ୍କର ଆପଣ ନଦେଖିଲେ କେବେ ବିଶ୍ୱାସ କରିପାରବେ ନାହିଁ । ପାରିବାରିକ କଳହକୁ ନେଇ ଅଭାବନୀୟ କାଣ୍ଡ ଘଟାଇଲା ସ୍ୱାମୀ । କ୍ରୋଧର ଶିକାର ହୋଇ ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ । ସମ୍ବଲପୁର ଧମା ଥାନା ଅନ୍ତର୍ଗତ ବତେମୁରା ଗ୍ରାମର ହରିଜନପଡାରେ ଅଘଟଣ । ହରିଜନପଡା ଆନନ୍ଦ ରାକସ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ରାକସଙ୍କ ମଧ୍ୟରେ ପାରିବାରିକ ସମସ୍ୟା ନେଇ ବଚସା ହୋଇଥିଲା । … Read more