ଆଗକୁ ଆସୁଛି ସଫଳା ଏକାଦଶୀ, ଏହିଦିନ ଆପଣ କ’ଣ କଲେ ପାଇବେ ୧୦୦ଜନ୍ମର ପୁଣ୍ୟଫଳ

ବୈଦିକ ରିତିନୀତି ଅନୁସାରେ ପ୍ରତ୍ୟକ ଦିନର କିଛି ନା କିଛି ମହତ୍ୱ ରହିଛି । ହେଲେ ତାକୁ କେତେ ମାତ୍ରାରେ ଆମେ କାର୍ଯ୍ୟରେ ଲଗାଇପାରିବା ତାହା ହେଉଛି ଆମର ପ୍ରଥମ ଲକ୍ଷ୍ୟ । ଆସନ୍ତୁ ଜାଣିବା ଏହି ଦିନର ମହତ୍ତ୍ୱ । ‘ସଫଳା ଏକାଦଶୀ’ ବ୍ରତକଥାଟି ସତ୍ୟଯୁଗର ବୋଲି ସେଥିରେ କୁହାଯାଇଛି । ତାହା ଅନୁସାରେ, ସତ୍ୟ ଯୁଗରେ ଚମ୍ପାବତୀ ନଗ୍ରରେ ଥିଲେ ମାହିଷ୍ମତ ନାମରେ ଜଣେ ରାଜା । ତାଙ୍କର ଥିଲେ ଚାରିପୁତ୍ର । ଚାରିଜଣ … Read more