କୋଟିଏ ଦେଲେ ଆପଣ ଭଗବାନଙ୍କ ଦର୍ଶନ କରିପାରିବେ
ନୂଆ ବର୍ଷର କଟକଣା ମଧ୍ୟରେ ଏଭଳି ଏକ ନିୟମ ଆସିଲା ଭଗବାନଙ୍କ ଦର୍ଶନ ଆପଣ ବାଧ୍ୟତାମୁଳକ ଟିକେଟ କରିବାକୁ ପଡିବ । ନୂଆବର୍ଷରେ ମିଳିବ ତିରୁପତିଙ୍କ ଦର୍ଶନ । କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ କରିପାରିବେ ତିରୁପତିଙ୍କ ଦର୍ଶନ । ଏନେଇ ଅନଲାଇନରେ ତିରୁପତି ତିରୁମାଳା ଅଫିସିଆଲ ୱେବ ସାଇଟ୍ ରେ ସ୍ଲଟ ବୁକିଂ ଆରମ୍ଭ ହୋଇଗଲାଣି । ଟିକଟେ ପିଛା ଦାମ୍ ରହିଛି ୧ କୋଟି ଟଙ୍କା । ଅନ୍ୟପଟେ ଶୁକ୍ରବାର … Read more