ଜଳଖିଆ ଖାଇବା ସମୟରେ ଏସବୁ ଭୁଲ କରନ୍ତୁ ନାହିଁ

ପ୍ରତିଟି ମଣିଷ ପକ୍ଷେ ସକାଳର ଜଳଖିଆ ନିହାତି ଆବଶ୍ୟକ । ଖାଦ୍ୟ ଖାଇବା ସମୟରେ କେତୋଟି ଦିଗପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ନିହାତି ଆବଶ୍ୟକ । ସକାଳ ଜଳଖିଆ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସକାଳ ଜଳଖିଆ ଓଜନ ହ୍ରାସ କରିବା ଠାରୁ ନେଇ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରଣ କରିବା, ଶରୀରକୁ ଆବଶ୍ୟକ ଶକ୍ତି ଦେବା ଇତ୍ୟାଦି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଜଳଖିଆରେ ସଠିକ୍ ଖାଦ୍ୟ ଗ୍ରହଣ କରିବା … Read more