ତିଗିରିଆ ପୋଲିସ ଗାଡି ଉପରକୁ ବୋମା ମାଡ଼, ଅଳ୍ପକେ ବତ୍ତିଲେ ପୋଲିସ କର୍ମଚାରୀ

ତିଗିରିଆ – ନୂଆ ବର୍ଷରୁ ଅପରାଧ । ପୋଲିସକୁ ଦେଲେ ଖୋଲା ଚ୍ୟାଲେଞ୍ଜ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲାର ତିଗିରିଆରେ । ତିଗିରିଆ ପୋଲିସ ପକ୍ଷରୁ ନୂଆବର୍ଷ ପାଳନ ଅବସରରେ ହେଉଥିବା ଡ୍ୟାନ୍ସ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ରାଗରେ କେହି ଦୁର୍ବୁର୍ତ୍ତ ପୋଲିସ ଗାଡି ଉପରକୁ ବୋମା ମାଡ଼ କରିଥିବା ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି । ମିଳିଥିବା ସୂଚନା ମୁତାବକ କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହରକୁ ଲକ୍ଷ କରି ରାଜ୍ୟ … Read more