ଜୋରିମାନା ଲାଗୁ ହେଇଥିବା ଉପଭୋକ୍ତା ଙ୍କ ଲାଗି ଜନ ଶୁଣାଣି ,ଲୋକଙ୍କ ମନ ଜିଣିଲା ତାଳଚେର TPCODL

ବ୍ୟୁରୋ ରିପୋର୍ଟ  (25.02.2022) ;/ ଗତକାଲି ତାଳଚେର ଡିଭିଜନ ଅନ୍ତର୍ଗତ ଚାଇଁପାଳ ସବ ଡିଭିଜନ ରେ TPCODL ତରଫରୁ ଏକ ସେଟଲମେଣ୍ଟ କାମ୍ପ କରାଯାଇଥିଲା ଯେଉଁଥିରେ କି ବିଦ୍ୟୁତ ଚୋରି ରେ ଜୋରିମାନା ଲାଗୁ ହେଇଥିବା ଉପଭୋକ୍ତା ମାନଙ୍କୁ ଏକ ସୁଯୋଗ ଦିଆଯାଇ ଜୋରିମାନା କିଛି ଅଂଶ ରେ ଛାଡ଼ କରାଯାଇଥିଲା I   ଜୋରିମାନା ଲାଗୁ ହେଇଥିବା ଉପଭୋକ୍ତା ମାନେ କାମ୍ପ ରେ ପହଞ୍ଚି ଜୋରିମାନା ଅର୍ଥ ପୈଠ କରିଥିଲେ I TPCODL ତରଫରୁ ଏସଡିଓ … Read more