ସରିଲା ଧନ କାହାଣୀ , ଏବେ ମାର୍କେଟ କୁ ଆସିଲେ ଟୁଙ୍ଗୁରୁ ବର୍ଷା , ଏମିତି ହେଇଥିଲା ପ୍ରେମ
କିଛିଦିନ ଧରି ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣାମଧ୍ୟମ ଯାଏଁ କେବଳ ଧନ ର କାହାଣୀ ଚାଲିଥିଲା I ଶେଷରେ ଧନ ଫେରିଲା ପରେ କାହାଣୀ ରେ ପଡିଥିଲା ପୂର୍ଣ୍ଣଛେଦ ,ତେବେ ଧନ ପରେ ପୁଣି ମାର୍କେଟ କୁ ପୁଣି ଆସିଛି ଟୁଙ୍ଗୁରୁ ବର୍ଷା ଙ୍କ ପ୍ରେମ କାହାଣୀ I ଘଟଣା ଟି ଭୁବନେଶ୍ୱର ର I ସୂଚନା ଅନୁଯାୟୀ ଅଭିଯୋଗ କାରିଣୀ ଙ୍କ ନାମ ବର୍ଷା ଏବଂ ସେ ଭଲ ପାଇଥିବା ଯୁବକ ଙ୍କ … Read more