ମହାମାରିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଏମିତି ଚେତାବନୀ

ନୂଆଦିଲ୍ଲୀ – କରୋନା ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏମିତି ଦେଲା ଚେତାବନୀ ଯାହା ଆପଣଙ୍କ ହୋସ ଉଡିଯିବ । ୨୦୨୨ରେ କରୋନା ମହାମାରୀକୁ ହରାଇ ହେବ ଏଭଳି ଭାବରେ ଟିକାକରଣ କରିବାକୁ ପଡିବ । ଆସନ୍ତୁ ଜାଣିବା ହୁ କଣ ଦେଲା ଚେତାବନୀ । ବୈଶ୍ୱିକ ଟିକାକରଣ ସଫଳ ନହେଲେ ମହାମାରୀ ଯିବନାହିଁ ଏବଂ ଏହା ସଂକ୍ରମଣ କରିଚାଲିଥିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତତି । ‘ହୁ’ … Read more